ପରିକଳ୍ପନାର ନାମ
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା.
ପରିକଳ୍ପନାର ବିଶଦ ବିବରଣୀ : “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ରାଜ୍ୟର ଗରିବ ଓ ବଞ୍ଚିତ ବରିଷ୍ଟ ନାଗରିକମାନଙ୍କ ପାଇଁ ଏକ୍ ଅପୁର୍ବ ସୁଯୋଗ ଯାହାଦ୍ୱାରା ସେମାନେ ତାଙ୍କର ବହୁ ଆକାଂକ୍ଷିତ ତୀର୍ଥ ଦର୍ଶନ ଇଚ୍ଛାକୁ ପୁରଣ କରିପାରିବେ |
ଆବେଦନ କରିବା ନିୟମାବଳୀ : ଆବେଦନ କରିବାପାଇଁ ଆବଶ୍ୟକ ଫର୍ମ ଗୁଡିକ ପ୍ରତ୍ୟେକ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲାର ପ୍ରତି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପଲବ୍ଧ |
କାହା ସହିତ ଯୋଗାଜୋଗ କରିବେ : ଇଚ୍ଛୁକ ବରିଷ୍ଠ ତୀର୍ଥଯାତ୍ରୀମାନେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ କିମ୍ବା ନିକଟସ୍ଥ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସହିତ ଯୋଗାଜୋଗ କରି ପାରିବେ |
| ସ୍ଥାନ | ଦୁରତା(କିମି) |
|---|---|
| ଭୁବନେଶ୍ୱର | ୫୦୩ |
| ନନ୍ଦପୁର | ୪୫ |
| ଗୁପ୍ତେଶ୍ୱର | ୮୦ |
| ରାୟପୁର | ୪୦୦ |
| ଡୁଡୁମା | ୮୮ |
| ସୁବାଇ | ୩୪ |
| ଜଗଦଳପୁର | ୧୧୫ |
| ଜଲାପୁଟ | ୭୭ |
| ଅନକାଡେଲି | ୯୧ |
| ବିଷାଖାପାଟଣା | ୨୦୨ |
| ମାଳିଗୁଡା | ୨୫ |
| ବ୍ରହ୍ମପୁର | ୩୨୦ |
| ବିଜୟନଗରମ୍ | ୧୫୦ |
| ନିଳାବାଡି | ୧୦୦ |
| ନବରଙ୍ଗପୁର୍ | ୬୬ |
| ଭଦ୍ରାଚଳମ୍ | ୩୧୦ |
| ମାଲକାନଗିରି | ୧୨୭ |
| ମୁଦୁଲିପଡା | ୯୮ |
| ସୁନାବେଡା | ୧୮ |
| ରାୟଗଡା | ୧୦୯ |
| ସମ୍ବଲପୁର | ୪୨୯ |
| ଜୟପୁର | ୨୨ |
| ଟିଟିଲାଗଡ | ୩୫୫ |