• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ପୁରାତନ ପରମ୍ପରା ଅନୁସାରେ କୋରାପୁଟର ଲୋକମାନେ ଅନେକ ହାତ ତିଆରି ଦ୍ରବ୍ୟ ପ୍ରସ୍ତୁତ କରିବାରେ ନିଜର ଦକ୍ଷତା ପାଇଁ ସାରା ବିଶ୍ୱରେ ପ୍ରଶଂସିତ ଓ ସମ୍ମାନିତ | ଏମିତି ଅନେକ ହସ୍ତଶିଳ୍ପ ଅଛି, ଯାହା କୋରାପୁଟ ଅଧିବାସୀମାନଙ୍କ ଜୀବନ ଜୀବିକା ପାଲଟି ଯିବା ସହ ସେମାନଙ୍କ ସଂସ୍କୃତିର ଅଂଶ ବିଶେଷରେ ପରିଣତ ହୋଇସାରିଛି | ସେଗୁଡିକ ମଧ୍ୟରୁ କାଠକାମ, ପଥରଖୋଦେଇ, ମିରିଗାନ୍ ବସ୍ତ୍ର ପ୍ରସ୍ତୁତି, ଖେଳନା କଣ୍ଢେଇ ପ୍ରସ୍ତୁତି, ମୁଖା ପ୍ରସ୍ତୁତି ଇତ୍ୟାଦି |

ବାଉନ୍ସ କାମ
ବାଉନ୍ସ କାମ
ପଥର ଖୋଦେଇ
ପଥର ଖୋଦେଇ

 

ମିରିଗାନ୍ ବସ୍ତ୍ର
ମିରିଗାନ୍ ବସ୍ତ୍ର