• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
କୋରାପୁଟ ଜିଲ୍ଲାର ଚିହ୍ନଟ ହୋଇଥିବା ପର୍ଯ୍ୟଟନ ସ୍ଥଳ
ପର୍ଯ୍ୟଟନ ସ୍ଥଳର ନାମଜିଲ୍ଲା ସଦର ମହକୁମା ଠାରୁ ଦୁରତା (କିମି)ରାଜ୍ୟ ରାଜଧାନୀ ଠାରୁ ଦୁରତା (କିମି)ଜିଲ୍ଲା ସଦର ମହକୁମା ସହିତ ସଂଯୋଗ ମାଧ୍ୟମ (ରେଲ/ବସ୍)ବିଶେଷତ୍ୱ
କୋରାପୁଟ0୫୦୩ରେଲ୍ /ବସ୍ ସେବାଦର୍ଶନୀୟ ସ୍ଥାନ, ଜଗନ୍ନାଥ ମନ୍ଦିର,ମିଗ୍ ଓ ସୁଖୋଇ ବିମାନ ତିଆରି କାରଖାନା
ସୁନାବେଡା୧୮୫୨୧ବସ୍ ସେବାଦର୍ଶନୀୟ ସ୍ଥାନ, ଜଗନ୍ନାଥ ମନ୍ଦିର,ମିଗ୍ ଓ ସୁଖୋଇ ବିମାନ ତିଆରି କାରଖାନା
ସୁବାଇ୩୫୫୩୮ବସ୍ ସେବାଜୈନ କିର୍ତ୍ତି ଓ ମନ୍ଦିର
ବାଗ୍ରା(କୋଲାବ)୨୫୫୨୮ବସ୍ ସେବାଦର୍ଶନୀୟ ସ୍ଥାନ, ଜଳପ୍ରପାତ
ଗୁପ୍ତେଶ୍ୱର୮୦୫୮୩ବସ୍ ସେବାଗୁପ୍ତେଶ୍ୱର ପୀଠ, ଗୁମ୍ଫା
ଜଲାପୁଟ୭୭୫୮୦ବସ୍ ସେବାଜଳ ଭଣ୍ଡାର ଓ ଦର୍ଶନୀୟ ସ୍ଥାନ
ନନ୍ଦପୁର୪୫୫୪୮ବସ୍ ସେବାଐତିହାସିକ ସ୍ଥାନ
ଡୁଡୁମା(ମାଛକୁଣ୍ଡ)୮୦୫୮୩ବସ୍ ସେବାଜଳ ପ୍ରପାତ, ଜଳ ବିଦ୍ୟୁତ ପ୍ରକଳ୍ପ
ଦେଓମାଳୀ୬୦୫୬୩ବସ୍ ସେବାଓଡିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ, ପ୍ରାକୃତିକ ସୌନ୍ଦର୍ଯ୍ୟ
କେଚେଲା୭୧୫୭୪ବସ୍ ସେବାଜୈନ କିର୍ତ୍ତି
ବାଲଡା ଗୁମ୍ଫା୬୨୫୬୫ବସ୍ ସେବାନାଗେଶ୍ୱରୀ ଦେବୀଙ୍କ ଗୁମ୍ଫା, ପରିବେଶ ପର୍ଯ୍ୟଟନ
ରାଜା ଗୁମ୍ଫା୯୦୫୯୩ବସ୍ ସେବାବାଲ୍ମୀକି ଆଶ୍ରମ ଓ ରାଜା ଗୁମ୍ଫା
ଗୁଲମୀ୧୦୦୬୦୩ବସ୍ ସେବାପ୍ରାକୃତିକ ସୌନ୍ଦର୍ଯ୍ୟ
କୋରାପୂଟ ଜିଲ୍ଲାର ଚିହ୍ନିତ ହୋଇ ନଥିବା ପର୍ଯ୍ୟଟନ ସ୍ଥଳି
ପର୍ଯ୍ୟଟନ ସ୍ଥଳର ନାମଜିଲ୍ଲା ସଦର ମହକୁମା ଠାରୁ ଦୁରତା (କିମି)ରାଜ୍ୟ ରାଜଧାନୀ ଠାରୁ ଦୁରତା (କିମି)ଜିଲ୍ଲା ସଦର ମହକୁମା ସହିତ ସଂଯୋଗ ମାଧ୍ୟମ (ରେଲ/ବସ୍)ବିଶେଷତ୍ୱ
ଡୁମୁରିପୁଟ୧୨୫୧୫ରେଲ/ବସ୍ ସେବାଓଡିଶାର ୨ୟ ଉଚ୍ଚତମ ହନୁମାନ ମୁର୍ତ୍ତି, ରାମ ମନ୍ଦିର
କୋଲାବ୨୦୫୨୩ବସ୍ ସେବାଜଳ ଭଣ୍ଡାର , ବଣଭୋଜି ସ୍ଥାନ
ନାରାୟଣପାଟଣା୮୦୫୮୩ବସ୍ ସେବାଐତିହାସିକ ସ୍ଥାନ, ପ୍ରାକୃତିକ ସୌନ୍ଦର୍ଯ୍ୟ
ଦାମନଯୋଡି୩୪୫୩୭ରେଲ/ବସ୍ ସେବାପ୍ରାକୃତିକ ସୌନ୍ଦର୍ଯ୍ୟ, ଖଣିଜ ସମ୍ପଦ, କଣ୍ଟାବାଉଁଶୁଣୀ ଠାକୁରାଣୀ ମନ୍ଦିର, ହନୁମାନ ମନ୍ଦିର
ରାଣୀଗୁଡା୧୮୫୨୧ବସ୍ ସେବାବଣଭୋଜି ସ୍ଥଳ
ମାଳିଗୁଡା୪୩୫୪୬ବସ୍ ସେବାସର୍ବୋଚ୍ଚ ରେଳ ସୁଡଙ୍ଗ
ରାଇସିଲି୬୦୫୬୩ବସ୍ ସେବାବଣଭୋଜି, ପ୍ରାକୃତିକ ସୌନ୍ଦର୍ଯ୍ୟ
ଜୟପୁର୨୨୫୨୫ରେଲ/ବସ୍ ସେବାବ୍ୟବସାୟ କେନ୍ଦ୍ର, ଜିଲ୍ଲା ସଂଗ୍ରହାଳୟ
ଅନକାଡେଲି୯୦୫୯୩ବସ୍ ସେବାବ୍ୟବସାୟ କେନ୍ଦ୍ର, ଜିଲ୍ଲା ସଂଗ୍ରହାଳୟ
କାଂସପାବାଲି୧୨୫୧୫ବସ୍ ସେବାକୋଲାବ ଜଳଭଣ୍ଡାର ମଧ୍ୟରେ ଦ୍ୱୀପ
ବିରଖମ୍ବ ପୀଠ୫୦୫୫୩ବସ୍ ସେବାବୈପାରିଗୁଡା ଗ୍ରାମଦେବତା ମନ୍ଦିର
ଚିଙ୍ଗୁଡି ଦର ଓ ରଙ୍ଗପାଣି ନାଳ୪୬୫୪୯ବସ୍ ସେବାଜଳପ୍ରପାତ
ରାମଗିରି୬୪୫୬୭ବସ୍ ସେବାପୌରାଣିକ ସ୍ଥାନ (କାଳିଦାସଙ୍କ ମେଘଦୂତରେ ବର୍ଣ୍ଣିତ)
ବାଦୁଡିପାହାଡ୭୦୫୭୩ବସ୍ ସେବାପ୍ରାକୃତିକ ସୌନ୍ଦର୍ଯ୍ୟ
ଟିକିରାଗଡ୬୭୫୭୦ବସ୍ ସେବାପୂରାତନ ଦୁର୍ଗ (ଭଗ୍ନାଂଶ)
ଧବଳେଶ୍ୱର, ଯୋଗେଶ୍ୱର, ପାତାଳେଶ୍ୱର୭୧୫୭୪ବସ୍ ସେବାଶୈବ ପୀଠ
ଭୈରବ ସିଂ ପୁର୬୦୫୬୩ବସ୍ ସେବାମା ଭଣ୍ଡାରଘରଣୀ ମନ୍ଦିର, ଜୈନ ପୀଠ
ରାଣୀ ଡୁଡୁମା୪୬୫୪୯ବସ୍ ସେବାପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳପ୍ରପାତ
ପଖଝୋଲା୪୦୫୪୩ବସ୍ ସେବାପ୍ରାକୃତିକ ସୌନ୍ଦର୍ଯ୍ୟ
ମୁରାନ୍ ନଦୀବନ୍ଧ୬୦୫୬୩ବସ୍ ସେବାଜଳଭଣ୍ଡାର
ଦୋରାଗୁଡା୬୪୫୬୭ବସ୍ ସେବାଜୈନ ପୀଠ
ଚନ୍ଦନମାଳି ପାଟଦେବୀ ଗୁମ୍ଫା୪୯୫୫୨ବସ୍ ସେବାଐତିହାସିକ ସ୍ଥଳ
ଲୁଗୁମ ଗୁମ୍ଫା୭୦୫୭୩ବସ୍ ସେବାଐତିହାସିକ ସ୍ଥଳ
ହାତି ବାରି୬୫୫୬୮ବସ୍ଗୁମ୍ଫା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ
ତେନ୍ତୁଲିଗୁମ୍ମା୧୦୦୬୦୩ବସ୍ ସେବାସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ
ପେଦାପାଡୁ୯୦୫୯୩ବସ୍ ସେବାପବିତ୍ର ଗୁମ୍ଫା,ପ୍ରାକୃତିକ ସୌନ୍ଦର୍ଯ୍ୟ
ଜାଲମୁଣ୍ଡା୧୦୫୧୩ବସ୍ ସେବାଜଳପ୍ରପାତ
ରାଥିବାଲି (ଗାଲିଗାବଡର୍)୫୮୫୬୧ବସ୍ ସେବାଜଳପ୍ରପାତ
ଦୁଧାରି୪୦୫୪୩ବସ୍ ସେବାବଣଭୋଜି,ପ୍ରାକୃତିକ ସୌନ୍ଦର୍ଯ୍ୟ
ସତି ଜଳପ୍ରପାତ୨୦୫୨୩ବସ୍ ସେବାଜଳପ୍ରପାତ
ଚମ୍ପି ଜଳପ୍ରପାତ୫୪୫୫୭ବସ୍ ସେବାଜଳପ୍ରପାତ
କୁଟୁଣିପଦର୫୫୫୫୮ବସ୍ ସେବାବୈଷ୍ଣବ ଓ ଶକ୍ତି ମୂର୍ତ୍ତି ସହ ଶୈବପୀଠ