• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ବାୟୁଯାନ

ନିକଟବର୍ତ୍ତି ଉଡାଜାହାଜ ଅବତରଣ ପଡିଆ ଜୟପୁର (ଓଡିଶା) କୋରାପୁଟଠାରୁ ୨୫ କି,ମି, ଦୁରରେ ରହିଛି ଏବଂ ବିମାନ ବନ୍ଦର ବିଶାଖାପାଟଣା କୋରାପୁଟଠାରୁ ୨୦୨ କି,ମି, ଦୁରରେ ରହିଛି |

ରେଲ

ରେଲଗାଡିରେ ଯାତ୍ରା କରିବା ସୁବିଧା ବିଶାଖାପାଟଣା, ଭୁବନେଶ୍ୱର ଓ କଲିକତାଠାରୁ ରହିଛି |

ରୋଡ

କୋରାପୁଟ ସହର ଦେଇ ୨୬ ନମ୍ବର ଜାତୀୟ ରାଜପଥ ଯାଇଛି |