• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ପରିକଳ୍ପନାର ନାମ

 ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା.

 ପରିକଳ୍ପନାର ବିଶଦ ବିବରଣୀ : “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ରାଜ୍ୟର ଗରିବ ଓ ବଞ୍ଚିତ ବରିଷ୍ଟ ନାଗରିକମାନଙ୍କ ପାଇଁ ଏକ୍ ଅପୁର୍ବ ସୁଯୋଗ ଯାହାଦ୍ୱାରା ସେମାନେ ତାଙ୍କର ବହୁ ଆକାଂକ୍ଷିତ ତୀର୍ଥ ଦର୍ଶନ ଇଚ୍ଛାକୁ ପୁରଣ କରିପାରିବେ |

 ଆବେଦନ କରିବା ନିୟମାବଳୀ : ଆବେଦନ କରିବାପାଇଁ ଆବଶ୍ୟକ ଫର୍ମ ଗୁଡିକ ପ୍ରତ୍ୟେକ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲାର ପ୍ରତି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପଲବ୍ଧ | 

କାହା ସହିତ ଯୋଗାଜୋଗ କରିବେ : ଇଚ୍ଛୁକ ବରିଷ୍ଠ ତୀର୍ଥଯାତ୍ରୀମାନେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ କିମ୍ବା ନିକଟସ୍ଥ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସହିତ ଯୋଗାଜୋଗ କରି ପାରିବେ |

କୋରାପୁଟ ଠାରୁ ପ୍ରମୁଖ ସ୍ଥାନର ଦୁରତା
ସ୍ଥାନଦୁରତା(କିମି)
ଭୁବନେଶ୍ୱର୫୦୩
ନନ୍ଦପୁର୪୫
ଗୁପ୍ତେଶ୍ୱର୮୦
ରାୟପୁର୪୦୦
 ଡୁଡୁମା୮୮
ସୁବାଇ୩୪
ଜଗଦଳପୁର୧୧୫
 ଜଲାପୁଟ୭୭
 ଅନକାଡେଲି୯୧
ବିଷାଖାପାଟଣା୨୦୨
ମାଳିଗୁଡା୨୫
 ବ୍ରହ୍ମପୁର୩୨୦
ବିଜୟନଗରମ୍୧୫୦
 ନିଳାବାଡି୧୦୦
 ନବରଙ୍ଗପୁର୍୬୬
ଭଦ୍ରାଚଳମ୍୩୧୦
ମାଲକାନଗିରି୧୨୭
 ମୁଦୁଲିପଡା୯୮
ସୁନାବେଡା୧୮
ରାୟଗଡା୧୦୯
ସମ୍ବଲପୁର୪୨୯
ଜୟପୁର୨୨
 ଟିଟିଲାଗଡ୩୫୫