• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ସଂସ୍କୃତି ଓ ଐତିହ୍ୟ

ବାଲଡା ଗୁମ୍ଫା କୋରାପୁଟ ଠାରୁ ୬୬ କିମି ଦୁରରେ ଅବସ୍ଥିତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୁର୍ଣ୍ଣ ସ୍ଥାନ | ଏହି ଗୁମ୍ଫାଟି ଯେଉଁ ପାହାଡ ଉଅପରେ ଅବସ୍ଥିତ, ତାହାର ଉପର ଭାଗ ଚଟାଣ ଏତେ ପ୍ରଶସ୍ତ ଯେ ସେଠାରେ ଏକକାଳୀନ ୫ଟି ଫୁଟବଲ୍ ମ୍ୟାଚ୍ ଖେଳାଯାଇପାରିବ | ଏହାର ଅନତି ଦୁରରେ ଥିବା ଜଲାପୁଟ ଜଳଭଣ୍ଡାରର ମନୋରମ ଦୃଶ୍ୟ ବେଶ୍ ଉପଭୋଗ୍ୟ | ଚୈତ୍ର ପର୍ବ ସମୟରେ ସ୍ଥାନୀୟ ଲୋକେ ଏହି ଗୁମ୍ଫାରେ ଡଙ୍ଗରଦେଇ ଦେବୀଙ୍କୁ ପୁଜା କରିଥାନ୍ତି | ପର୍ବତାରୋହି ଓ ପ୍ରକୃତିପ୍ରେମିମାନଙ୍କପାଇଁ ଏହି ସ୍ଥାନଟି ସର୍ବୋତ୍କୃଷ୍ଟ |

ସଡ଼କ ପଥରେ
ବାଲଡା ଗୁମ୍ଫା କୋରାପୁଟ ଠାରୁ ୬୬ କିମି ଦୁରରେ ଅବସ୍ଥିତ |

Deomali , Gulumi , Gupteswar , Jalaput , Kathi Dance , Kechela , Kolab , Maa Kantabaunsuni Temple, Damanjodi , Maliguda Tunnel , Maliguda , Sabara Shrikhetra Koraput , Subai , Tribal Museum