• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥ କଡରେ ଅବସ୍ଥିତ | ଏଠାରେ ଥିବା ଶ୍ରୀରାମ ମନ୍ଦିର ସମ୍ମୁଖରେ ଆଣ୍ଠେଇବା ମୁଦ୍ରାରେ ଥିବା ଓଡିଶାର ସର୍ବୋଚ୍ଚ ହନୁମାନ ମୁର୍ତ୍ତି ମୁଖ୍ୟ ଆକର୍ଷଣ | ପ୍ରତିବର୍ଷ ଶ୍ରୀରାମ ନବମୀ ପାଳନ ଅବସରରେ ଏଠାକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ | ଡୁମୁରିପୁଟ କୋରାପୁଟ ଠାରୁ ୧୨ କିମି ଦୁରରେ ଅବସ୍ଥିତ |

ସଡ଼କ ପଥରେ
ଡୁମୁରିପୁଟ କୋରାପୁଟ ଠାରୁ ୧୨ କିମି ଦୁରରେ ଅବସ୍ଥିତ |

Dumriput Hanuman Temple , Dumriput Temple , Hanuman Temple Dumriput