• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : Others

ଏହା କୋରାପୁଟ ଠାରୁ ୧୦୦ କି. ମି. ଦୁରରେ ଏବଂ ଓଡ଼ିଶା ସୀମାନ୍ତରେ ଥିବା ଚାନ୍ଦିଲି ଠାରୁ ୨୫ କି. ମି. ଦୁରରେ ଅବସ୍ଥିତ ଏହା ଏକ ଦର୍ଶନୀୟ ସ୍ଥାନ | ଏଠାରେ କୋଲାବ ନଦୀ ତାର ଗତିର ତିବ୍ରତା ଓ ଘୁର୍ଣ୍ଣନ ଯୋଗୁଁ ଏକ ଜଳ କୁଣ୍ଡ ତିଆରି କରିଛି | ଏହାର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ କୋରାପୁଟ ଜିଲ୍ଲା ତଥା ସୀମାନ୍ତ ଛତ୍ତିଶଗଡ, ଆନ୍ଧ୍ର ପ୍ରଦେଶ ତଥା ଅନ୍ୟ ରାଜ୍ୟରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି |

ସଡ଼କ ପଥରେ
ଏହା କୋରାପୁଟ ଠାରୁ ୧୦୦ କି. ମି. ଦୁରରେ ଏବଂ ଓଡ଼ିଶା ସୀମାନ୍ତରେ ଥିବା ଚାନ୍ଦିଲି ଠାରୁ ୨୫ କି. ମି. ଦୁରରେ ଅବସ୍ଥିତ ଏକ ଦର୍ଶନୀୟ ସ୍ଥାନ |

Gulmi River backside , Gulmi River hill side , Gulmi River