• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ

କୋଲାବ ନଦୀ ଉପରେ ନିର୍ମିତ ଏକ ଜଳଭଣ୍ଡାର | ଏହାର ଆୟତନ ୬୮.୨ ବର୍ଗ କିମି | ବଣଭୋଜି ପାଇଁ ଏକ ପ୍ରକୃଷ୍ଟ ସ୍ଥାନ | ଏହାର ଦୂରତା କୋରାପୁଟ ଠାରୁ ୭୭ କିମି |

ସଡ଼କ ପଥରେ
ଜଲାପୁଟ ର ଦୂରତା କୋରାପୁଟ ଠାରୁ ୭୭ କିମି |

Fields Jolaput , Jolaput Reservoir , Sunrise Jolaput