• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

ଏସିଆ ମହାଦେଶର ବୃହତ୍ ଆଲୁମିନିୟମ୍ କମ୍ପାନୀ ଏଠାରେ ଅବସ୍ଥିତ | ଏହା ଓଡିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଦେଓମାଳି ନିକଟରେ ଥିବା ପଞ୍ଚପଟମାଳି ପର୍ବତ ଉପତ୍ୟକାରେ ଗଢି ଉଠିଥିବା ଏକ ଶିଳ୍ପାଞ୍ଚଳ | ପଞ୍ଚପଟମାଳି ପର୍ବତରୁ ବକ୍ ସାଇଟ୍ ଉତ୍ତୋଳନ କରି ସେଥିରୁ ଆଲିମିନିୟମ୍ ସଂଗ୍ରହ କରାଯାଏ | ଏଠାରେ ୧୦୮.୯ ଫୁଟ (୩୩.୧ମିଟର) ବିଶିଷ୍ଟ ପୃଥିବୀର ଦ୍ୱିତୀୟ ସର୍ବୋଚ୍ଚ ହନୁମାନ ମୁର୍ତ୍ତି ରହିଛି | ଏହି ଶିଳ୍ପାଞ୍ଚଳଟି କୋରାପୁଟ ଠାରୁ ୩୬ କିମି ଦୁରରେ ଅବସ୍ଥିତ |

ସଡ଼କ ପଥରେ
ଏହି ଶିଳ୍ପାଞ୍ଚଳଟି କୋରାପୁଟ ଠାରୁ ୩୬ କିମି ଦୁରରେ ଅବସ୍ଥିତ |

Damanjodi Temple , Dinosaur Park , Fountain , Hnuman Statue Damanjodi , Kantabausini , Kantabusini Entrance , Lake , NALCO Damanjodi , Temple Side View , View Point