• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପ୍ରାକୃତିକ

ଏହି ଜଳପ୍ରପାତ ପୁରାଣପ୍ରସିଦ୍ଧ ମତ୍ସ୍ୟତୀର୍ଥ ଭାବେ ପରିଚିତ | ମାଛକୁଣ୍ଡ ନଦୀର ଜଳ ୧୭୫ ମିଟର ଉଚ୍ଚତାରେ ଥିବା ଏକ ପାହାଡର ବକ୍ଷଦେଶରୁ ନିମ୍ନକୁ ଲମ୍ପ ପ୍ରଦାନ କରି ଏକ ସୁନ୍ଦର ତଥା ଲୋଭନୀୟ ଜଳପ୍ରପାତ ସୃଷ୍ଟି କରିଛି | ଏହି ଦୃଶ୍ୟକୁ ଦର୍ଶକ କେବେ ବି ଭୁଲିପାରିବେନି |

ସଡ଼କ ପଥରେ
କୋରାପୁଟ ସହର ରୁ ୬୭.୮ କି.ମି ଦୁରତାରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀ |

Generators Power plant , Power Plant Back Side , Power Plant Winch , Top View Power plant , Waterfall Machkund