• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପ୍ରାକୃତିକ

ଜୟପୁର ରାଜ୍ୟର ପୁରାତନ ରାଜଧାନୀ ଭାବେ ପରିଚିତ ନନ୍ଦପୁର ବତ୍ରିଶ ସିଂହାସନ ପାଇଁ ବିଖ୍ୟାତ | ଏଠାରେ ୩୨ଟି ପାହାଚ କିମ୍ବଦନ୍ତୀ ମହାରାଜା ବିକ୍ରମାଦିତ୍ୟଙ୍କ ସ୍ମୃତିରେ ସୁରକ୍ଷିତ | ବତ୍ରିଶ ସିଂହାସନକୁ ନେଇ ଅନେକ କାହାଣୀ ଓ କିମ୍ବଦନ୍ତୀ ଏ ଅଞ୍ଚଳରେ ପ୍ରଚଳିତ | ଏତଦ୍ ବ୍ୟତୀତ ଏକ-ପଥର ନିର୍ମିତ ଲାଲ ରଙ୍ଗର ୬ ଫୁଟ ବିଶିଷ୍ଟ ସିଦ୍ଧ ଗଣେଶ ମୁର୍ତ୍ତି, ଭୈରବନାଥ ମନ୍ଦିର ଏବଂ ଆହୁରି ଅନେକ ପ୍ରାଚୀନ କଳାକୃତି ଏଠାରେ ବିଦ୍ୟମାନ | ରାଣୀ ଡୁଡୁମା ଜଳପ୍ରପାତ ଅନ୍ୟ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ | ନନ୍ଦପୁର କୋରାପୁଟ ଠାରୁ ୪୫ କିମି |

ସଡ଼କ ପଥରେ
ନନ୍ଦପୁର କୋରାପୁଟ ଠାରୁ ୪୫ କିମି |

Singhasan Nandapur , Machkund Duduma , Rani Duduma