• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପ୍ରାକୃତିକ

ଲକ୍ଷ୍ମୀପୁର ଠାରୁ ୩ କିମି ଦୂରତାରେ ଏବଂ କୋରାପୁଟ ଠାରୁ ୬୦ କିମି ଦୁରତାରେ ଅବସ୍ଥିତ ଏହି ରେସିଲ ପର୍ଯ୍ୟଟନ ସ୍ଥଳ | ଏହା ଏକପଥର ବିଶିଷ୍ଟ ଏବଂ ଚିରସ୍ରୋତା ଝର ଯାହାକି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ | ଏହା ପ୍ରକୃତିକ ସୌନ୍ଦର୍ଯ୍ୟରେ ପରିପୁର୍ଣ ଯାହାକି ପଦଯାତ୍ରା କରି ଭ୍ରମଣ କରିବାପାଇଁ ସୁଗମୟ | ପ୍ରତିବର୍ଷ ବହୁଳ ରଙ୍ଗିନ ସମାବେଶ ରେ ଅଁଳାନବମି ଏଠାରେ ପାଲିତ ହୋଇଥାଏ 

ସଡ଼କ ପଥରେ
ଲକ୍ଷ୍ମୀପୁର ଠାରୁ ୩ କିମି ଦୂରତାରେ ଏବଂ କୋରାପୁଟ ଠାରୁ ୬୦ କିମି ଦୁରତା ଅବସ୍ଥିତ ଏହି ରେସିଲ ସ୍ଥଳୀ |