• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

କୋରାପୁଟ ଠାରୁ ୧୦୦ କିମି ଦୁରରେ ଅବସ୍ଥିତ ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମର ଅନ୍ୟନାମ କପଟ ପର୍ବତ |ଏହା ମାଛକୁଣ୍ଡ ନଦୀ କୁଳରେ ଆନ୍ଧ୍ର ଓଡିଶା ସୀମାନ୍ତରେ ଅବସ୍ଥିତ ଏକ ସୁଦୃଶ୍ୟ ଗୁମ୍ଫା | ବାଲ୍ମୀକିଙ୍କ ପୁର୍ବଜ ଏହି ଆଶ୍ରମରେ ବାସ କରୁଥିବା କଥିତ | ପାହାଡ, ପର୍ବତ, ନଦୀ, ଝରଣାରେ ପରିପୁର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ରୁପେ ଜଣାଶୁଣା ଏହି ସ୍ଥାନଟି ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ | ଅକ୍ଷୟ ତୃତୀୟା ଏହି ସ୍ଥାନର ମୁଖ୍ୟ ପର୍ବ ଭାବରେ ପାଳନ କରାଯାଏ |

ସଡ଼କ ପଥରେ
କୋରାପୁଟ ଠାରୁ ୧୦୦ କିମି ଦୁରରେ ଅବସ୍ଥିତ ରାଜା ଗୁମ୍ଫା ଓ ବାଲ୍ମୀକି ଆଶ୍ରମର ଅନ୍ୟନାମ କପଟ ପର୍ବତ

Deomali , Gulumi , Gupteswar , Jalaput , Kathi Dance , Kechela , Kolab , Maa Kantabaunsuni Temple, Damanjodi , Maliguda Tunnel , Maliguda , Sabara Shrikhetra Koraput , Subai , Tribal Museum