• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

ସୁବାଇ ସୁନାବେଡା ଠାରୁ ୧୬ କିମି ଏବଂ କୋରାପୁଟ ଠାରୁ ୩୪ କିମି ଦୁରରେ କୋରାପୁଟ-ନନ୍ଦପୁର ରାସ୍ତା ପାର୍ଶ୍ୱରେ ଥିବା ଏକ ପ୍ରାଚୀନ ଜୈନ ପୀଠ | ଐଠାରେ ଥିବା ଭଗ୍ନ ମନ୍ଦିରରେ ଏବେ ବି ଅନେକ ଜୈନ ତୀର୍ଥଙ୍କର ମାନଙ୍କର କଳା ମୁଗୁନି ପଥରରେ ନିର୍ମିତ ପ୍ରାଚୀନ ମୁର୍ତ୍ତି ରହିଛି |

ସଡ଼କ ପଥରେ
ସୁବାଇ ସୁନାବେଡା ଠାରୁ ୧୬ କିମି ଏବଂ କୋରାପୁଟ ଠାରୁ ୩୪ କିମି ଦୁରରେ କୋରାପୁଟ-ନନ୍ଦପୁର ରାସ୍ତା ପାର୍ଶ୍ୱରେ ଥିବା ଏକ ପ୍ରାଚୀନ ଜୈନ ପୀଠ |

Budha Statue Subai , Jain Statue Subai , Subai Jain Temple Back View , Subai Jain Temple Side View , Subai Jain Temple , Temples at Subai