• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ସଂସ୍କୃତି ଓ ଐତିହ୍ୟ

ଏହି ସଂଗ୍ରହାଳୟଟି ଜଗନ୍ନାଥ ମନ୍ଦିରର ପଛପାଖରେ ଅବସ୍ଥିତ | ଏଥିରେ ସଂଗୃହିତ ହୋଇ ରହିଛି – ଏ ଅଞ୍ଚଳରେ ମିଳୁଥିବା ନାନାବିଧ ଖଣିଜ ପଥର, ଆଦିବାସୀମାନଙ୍କ ବ୍ୟବହୃତ ଅଳଙ୍କାର, ହାତବୁଣା ବସ୍ତ୍ର, ପାରମ୍ପରିକ ବାଦ୍ୟଯନ୍ତ୍ର, ସେମାନଙ୍କ ଘରକରଣା ଦ୍ରବ୍ୟ, କୃଷି ଉପକରଣ, ଶିକାର ପାଇଁ ବ୍ୟବହୃତ ହତିଆର ଆଦି | ଏଗୁଡିକୁ ଏଠାରେ ସୁନ୍ଦର ଭାବେ ସୂଚନା ଫଳକ ସହ ସଜାଇ ରଖାଯାଇଛି | ଏଥିରୁ ପର୍ଯ୍ୟଟକମାନେ ଏ ଅଞ୍ଚଳର ଆଦିବାସୀମାନଙ୍କ ସଂସ୍କୃତି ସମ୍ପର୍କୀତ ଅନେକ ବିଷୟ ଜାଣିବାର ସୁଯୋଗ ରହିଛି 

ସଡ଼କ ପଥରେ
କୋରାପୁଟ ବସ୍ ଷ୍ଟାଣ୍ଡ୍ ରୁ ୧ କି.ମି ଦୁରତା ରେ ଅବସ୍ଥିତ |

ମାଲିଗୁଡା , ଦେଓମାଳି ,  ଗୁଲମୀ , ଗୁପ୍ତେସ୍ବର , ଜଲାପୁଟ , Maa Kantabaunsuni Temple, Damanjodi , କେଚଲା , କାଠି ନୃତ୍ୟ , କୋଲାବ , ମାଲିଗୁଡା , ଶାବର ଶ୍ରୀକ୍ଷେତ୍ର କୋରାପୁଟ