• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଦୁଃସାହସିକ କାର୍ଯ୍ୟ

ଏଠାରେ ସମୁଦ୍ର ପତନ ଠାରୁ ୩୦୦୦ ଫୁଟ ଉଚ୍ଚରେ କୋଲାବ ଜଳଭଣ୍ଡାର ନିର୍ମାଣ କରାଯାଇ ଜଳ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି | ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଶେଷ ମନୋହର | ଛୁଟିଦିନ ଗୁଡିକରେ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥାଏ | ବଣଭୋଜି ସହିତ ଜଳଭଣ୍ଡାରରେ ନୌକାବିହାର ଏକ ପ୍ରମୁଖ ଆକର୍ଷଣ | ଜଳଭଣ୍ଡାରର ନିମ୍ନ ପ୍ରଦେଶରେ ୨ କିମି ଦୁରରେ ବାଗ୍ରା ଜଳପ୍ରପାତ ଅବସ୍ଥିତ | କୋଲାବ କୋରାପୁଟ ଠାରୁ ୨୦ କିମି |

ସଡ଼କ ପଥରେ
କୋଲାବ କୋରାପୁଟ ଠାରୁ ୨୦ କିମି |

Dam Side Park , Kolab Dam , Kolab Park , Kolab Power plant , Kolab River Dam