ମାଳିଗୁଡା
ବର୍ଗ : More on Tourisim
ଜୟପୁର ଠାରୁ ପୂର୍ବପଟକୁ ୨୧ କିମି ଓ କୋରାପୁଟ ଠାରୁ ୪୩ କିମି ଦୁରରେ ଅବସ୍ଥିତ ମାଳୀଗୁଡା ପ୍ରଶସ୍ତ ରେଳପଥ ସୁଡଙ୍ଗ | ବଣଭୋଜି ପାଇଁ ମାଳିଗୁଡା ଏକ ପ୍ରକୃଷ୍ଟ ସ୍ଥାନ ରୁପେ…
ରେସିଲ
ବର୍ଗ : ପ୍ରାକୃତିକ
ଲକ୍ଷ୍ମୀପୁର ଠାରୁ ୩ କିମି ଦୂରତାରେ ଏବଂ କୋରାପୁଟ ଠାରୁ ୬୦ କିମି ଦୁରତାରେ ଅବସ୍ଥିତ ଏହି ରେସିଲ ପର୍ଯ୍ୟଟନ ସ୍ଥଳ | ଏହା ଏକପଥର ବିଶିଷ୍ଟ ଏବଂ ଚିରସ୍ରୋତା ଝର ଯାହାକି…
ଶାବର ଶ୍ରୀକ୍ଷେତ୍ର
ବର୍ଗ : ସଂସ୍କୃତି ଓ ଐତିହ୍ୟ
କୋରାପୁଟ ସମୁଦ୍ର ପତ୍ତନ ଠାରୁ ୨୯୦୦ଫୁଟ ଉଚ୍ଚତାରେ ଥିବା ସବୁଜ ଅରଣ୍ୟାନୀ ପୁର୍ଣ ପର୍ବତ ଉପ୍ତ୍ୟକାରେ ଅବସ୍ଥିତ | ଏ ସହରର ପାରିପାର୍ଶ୍ୱିକ ଶୋଭା ଯେମିତି ଦର୍ଶକଙ୍କୁ ବିମୋହିତ…
ଗୁପ୍ତେଶ୍ୱର
ବର୍ଗ : ଧାର୍ମିକ
ସୁନ୍ଦର ସୁଦୃଶ୍ୟ ଘଞ୍ଚ ଅରଣ୍ୟ ପରିବେଷ୍ଟିତ, ପ୍ରାୟ ୨୦୦୦ ଫୁଟ ଉଚ୍ଚ ମାଳଭୁମିର ଏକ ଚୁନପଥର ପାହାଡ ମଧ୍ୟରେ ସ୍ୱଚ୍ଛନ୍ଦରେ ଚଳପ୍ରଚଳ ହୋଇପାରିବା ଭଳି ଏକ ଗୁମ୍ଫା ମଧ୍ୟରେ…
ଦେଓମାଳୀ
ବର୍ଗ : ପ୍ରାକୃତିକ
ଓଡିଶାର ସର୍ବୋଚ୍ଚ ପର୍ବତଶୃଙ୍ଗ ଦେଓମାଳୀର ଉଚ୍ଚତା ୧୭୬୨ ମିଟର | ଏହା ପୁର୍ବଘାଟ ପର୍ବତମାଳାର କ୍ରୋଡରେ ଅବସ୍ଥିତ | ପାହାଡ ଚଢାଳିଙ୍କ ପାଇଁ ଏହା ଏକ ପ୍ରକୃଷ୍ଠ ସ୍ଥାନ |…
ଡୁଡୁମା
ବର୍ଗ : ପ୍ରାକୃତିକ
ଏହି ଜଳପ୍ରପାତ ପୁରାଣପ୍ରସିଦ୍ଧ ମତ୍ସ୍ୟତୀର୍ଥ ଭାବେ ପରିଚିତ | ମାଛକୁଣ୍ଡ ନଦୀର ଜଳ ୧୭୫ ମିଟର ଉଚ୍ଚତାରେ ଥିବା ଏକ ପାହାଡର ବକ୍ଷଦେଶରୁ ନିମ୍ନକୁ ଲମ୍ପ ପ୍ରଦାନ କରି ଏକ ସୁନ୍ଦର…
କେଚେଲା
ବର୍ଗ : ଧାର୍ମିକ
କୋଲାବ ନଦୀର ଦକ୍ଷିଣ ପାର୍ଶ୍ୱରେ କୋରାପୁଟ ଠାରୁ ୧୦ କିମି (ଭାୟା ପଣ୍ଡିଘାଟ) ଦୁରରେ ଅବସ୍ଥିତ | ଏହି ସ୍ଥାନକୁ ନନ୍ଦପୁର ଦେଇ ଗଲେ ୭୧ କିମି ହେବ | ଏଠାରେ ଥିବା ଏକତାମ୍ର…
ଗୁଲମି
ବର୍ଗ : Others
ଏହା କୋରାପୁଟ ଠାରୁ ୧୦୦ କି. ମି. ଦୁରରେ ଏବଂ ଓଡ଼ିଶା ସୀମାନ୍ତରେ ଥିବା ଚାନ୍ଦିଲି ଠାରୁ ୨୫ କି. ମି. ଦୁରରେ ଅବସ୍ଥିତ ଏହା ଏକ ଦର୍ଶନୀୟ ସ୍ଥାନ | ଏଠାରେ କୋଲାବ ନଦୀ ତାର…